ନକଲି ଡାକ୍ତର ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଡେଙ୍ଗାଓସ୍ତା ସ୍ଥିତ ତାଙ୍କ ଘରୋଇ କ୍ଲିନିକ୍ ରୁ ତାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ସେ ନିଜକୁ ଦିଲ୍ଲୀ ଏବଂ ଭୁବନେଶ୍ୱର ଏମ୍‌ସ ଡାକ୍ତର ଦର୍ଶାଇ ବର୍ଷ ବର୍ଷ ଧରି ସେଠାରେ ରୋଗୀ ସେବା ଚଳାଇ ଆସୁଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *