ପୋଲିସ୍ ପକ୍ଷରୁ ରୋଡ ସପ୍ତାହ ପାଳିତ

Spread the love

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୋଲିସ୍ ପକ୍ଷରୁ ରୋଡ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ପୋଲସରା ସହରରେ ଥିବା ବସ୍ ,ଅଟୋ ,ଟ୍ରାକଟର ସଂଘର ସମସ୍ତ ଡ୍ରାଇଭର ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସମସ୍ତ ଡ୍ରାଇଭର ଙ୍କୁ ଗାଡି ଚାଳନା କୁ ନେଇ ସଚେତନତା କରାଯାଇଛି , ଏଭଳି ପୋଲିସ୍ ପକ୍ଷରୁ ପ୍ରତିବର୍ଷ ପୋଲସରା ଥାନା ପୋଲିସ୍ ପକ୍ଷରୁ ରୋଡ ସପ୍ତାହ କାର୍ଯ୍ଯକ୍ରମରେ ସମସ୍ତ ୟୁନିୟନଙ୍କୁ ଡକାଇ କାର୍ଯ୍ଯକ୍ରମ କରାଯାଉଛି ଏବଂ ସଚେତନତା ମଧ୍ୟ କରାଯାଉଛି । ସେମାନଙ୍କ ଠାରୁ ମଧ୍ୟ ପୋଲିସ୍ ଫାଇନ୍ ମଧ୍ୟ ଆଦାୟ କରିଛି ହେଲେ ପୋଲିସ ପକ୍ଷରୁ ପ୍ରତିବର୍ଷ ଏଭଳି ଅଭିନବ ସଚେତନତା ଜାରି କରାଯାଉଥିଲେ ମଧ୍ୟ ତଥାପି ସୁଧୁରିନି ଲୋକଙ୍କ ଅଭ୍ୟାସ । ଯାହା ଫଳରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି ।

Leave a Reply

Your email address will not be published. Required fields are marked *