ବାଲୁକା କଳାରେ ମନ କିଣୁଛି ଚନ୍ଦ୍ରଯାନ-୩

Spread the love

ବାଲୁକା କଳାରେ ମନ କିଣୁଛି ଚନ୍ଦ୍ରଯାନ-୩ । ଆଜି ଲଞ୍ଚ ହେବାକୁ ଯାଉଛି ଇସ୍ରୋର ମିଶନ୍ ମୁନ “ଚନ୍ଦ୍ରଯାନ-୩” । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଗୁଡିକରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତା’ର ନିଚ୍ଛକ ପ୍ରତିମୂର୍ତ୍ତିଟିଏ ଗଢିଥାନ୍ତି ।
ସେହିଭଳି ଆଜି ଚନ୍ଦ୍ରଯାନ-୩ ର ଲଞ୍ଚ ଦିନରେ ଏହାର ଏକ ସୁନ୍ଦର ବାଲୁକା ସ୍ତୂପ ନିର୍ମାଣ କରିଛନ୍ତି । ଚନ୍ଦ୍ରଯାନ-୩ ର ଲଞ୍ଚ ଦିନରେ ତାକୁ ଏହି ଭଳି ଭାବରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *