କନ୍ଧମାଳ : ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଏକ ନବ ନିର୍ମିତ ପୋଲ ଭାସି ଯାଇଛି । ଫଳରେ ୧୦ ରୁ ଅଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷାରେ ଆଜି ଭୋର୍ ସମୟରେ ଏହି ନବ ନିର୍ମିତ ପୋଲ ଭାସିଯାଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now