ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧୋଇବା କୁ ଯାଇ ବୃଦ୍ଧା ନିଖୋଜ

Spread the love

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧୋଇବା କୁ ଯାଇ ବୃଦ୍ଧା ନିଖୋଜ ହୋଇଥିବା ଜଣା ପଡିଛି । ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସାନଛତରଙ୍ଗ ଗ୍ରାମର ଦିପାଇ ମାଝୀ(୬୦)ଆଜି ସକାଳୁ ଇନ୍ଦ୍ରାବତୀ ଜଳ ଭଣ୍ଡାର କୁ ଗାଧୋଇବା ଯାଇ ନିଖୋଜ ହୋଇ ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି ।

Leave a Reply

Your email address will not be published. Required fields are marked *