ପୋଖରୀରେ ବୁଡ଼ି ଶିଶୁ ମୃତ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତିଗୁଡା ଗ୍ରାମର ବିନଦ ପ୍ରଧାନ ଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଶୁଭଜିତ ପ୍ରଧାନ ସିର୍ତିଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ରେ ପଢୁଥିଲେ । ସେ ଖରା ଛୁଟି ରେ ନିଜ ମାମୁଁ ଘରକୁ ବୁଲି ଯାଇଥିଲେ । ଆଜି ସକାଳୁ ସାଙ୍ଗ ମାନଙ୍କ ସହିତ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ଶୁଭଜିତ୍ ପାଣିକୁ ଡେଇଁ ପଡିଥିଲା । ଆଉ ସେ ବାହାରକୁ ଆସି ପାରିଲେ ନାହିଁ । ଶେଷରେ ବୁଡ଼ି ଯାଇ ତାର ମୃତ୍ୟୁ ଘଟିଥିଲା । ପିଲାମାନେ ଗ୍ରାମକୁ ଜଣେଇଥିଲେ କିଛି ଲୋକ ତାଙ୍କୁ ଉଦ୍ଧାର କରି କ.ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ଆଣିବା ପରେ କ.ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ସ୍ଥଳରେ ପୋଲିସି ପହଁଚି ବାଲିଗୁଡା ଚିକିତ୍ସା ଲୟକୁ ଆଣି ସବ ବେବଛେଦ କରାଗଲା ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ ।

Leave a Reply

Your email address will not be published. Required fields are marked *