କେନ୍ଦ୍ରାପଡ଼ା ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ ନିଲୁ ମହାପାତ୍ର

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ବରିଷ୍ଠ ପ୍ରଶାସନିକ  ଅଧିକାରୀ ନିଲୁ ମହାପାତ୍ର ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗୁରୁବାର ସେ କେନ୍ଦ୍ରାପଡାରେ କାର୍ଯ୍ୟଭାର ଗ୍ରହଣ କଲାବେଳେ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବରୁ ସେ ବାଲେଶ୍ୱରରେ ଉପ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । 

Leave a Reply

Your email address will not be published. Required fields are marked *