ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଏବଂ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ ସାମନ୍ତସିଂହାର

Spread the love

ଭୁବେନଶ୍ୱର : ବିଜେଡ଼ି ମୁଖପାତ୍ର ସବେୁବେଳ ମୂଳ କଥାର ଉତର ନ ଦେଇ ବେୁଲଇ ବେଙ୍କଇ କୁହନ୍ତି । ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର  କହିଛନ୍ତି ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡି । ଆଜି ଦୁଇଟି ଘଟଣା ଘଟିଛି । ଗଣମାଧ୍ୟମେର ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଲୋକଙ୍କ ସାମ୍ନୋର ପ୍ରକାଶ କରିଛନ୍ତି । ଗୋଟିଏ ପେଟ ପୂବର୍ତନ ଅଥର୍ମନ୍ତ୍ରୀଙ୍କ ପରିବାର ବେିରାଧେର ଯୌତୁକ ନିର୍ଯ୍ୟାତନା ଏବଂ ଆଉ ଜେଣ ଶାସକ ଦଳର ସେର୍ବାଚ୍ଚ ନେତାଙ୍କର ସାଙ୍ଗର ପରିବାରରୁ ଘଟଣା ଘଟିଛି । ଏହା କଣ ମିଛ ? ତା’ ଉପେର ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତର ରଖେିବ କି?

ସତ କହିଲେ ବିଜେଡ଼ି ନେତାଙ୍କୁ ବାଧୁଛି । ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି । ଆମର ପରିବାରର ମାଆ ଭଉଣୀମୋନ ବି ଅନ୍ତର୍ଭୃକ୍ତ ଅଛନ୍ତି । ସେମାନଙ୍କୁ ଢାଲ କରି ମହିଳାଙ୍କୁ ଅସମ୍ମାନ କରିବାର ଯେଉଁ ମିଛ ପ୍ରେହଳିକା ଶାସକ ଦଳ ଦଳ ତିଆରି କରୁଛି, ତାହାକୁ ଓଡ଼ିଶାର ଜନସାଧାରଣ ସବୁ ବୁଝେିଲଣି । ସମୀର ଦାସ ଓ ଶ୍ରକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କଣ ପାଇଁ କରାଗଲା? ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କଣ କରିଥେôଲ ଯେ ତେୁମ ତାଙ୍କୁ ବାହେରେ ରଖିଛ? ଏହାର ଉତର ଶାସକ ଦଳର ମୁଖିଆ େଦେବ କି ? ତିର୍ତୋଲର ବିଧାୟକ କେଉଁ କାରଣରୁ ଆସୁନାହାନ୍ତି ତାହାର ସ୍ପଷ୍ଟୀକରଣ ରଖେôବ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ବିଜେଡି ମୁଖପାତ୍ର କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ବୁଝି ନ ବୁଝିଲା ଭଳି ଆଚରଣ କରୁଛନ୍ତି । ମିଛକୁ ବାରମ୍ବାର କହିଲେ ସତ ହୁଏ ନାହିଁ । ଶାସକ ଦଳର ନେତା କିଏ ? ଆଜି ପ୍ରଶ୍ନବାଚୀ । ଅପପୁଷ୍ଟିର ସତ କଥା ଯେତେବେଳ ଗଣମାଧ୍ୟମକୁ ଆସୁଛି  ସେତେବେଳ ବିଜେଡ଼ି ବିଚଳିତ ହେଉଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ।

Leave a Reply

Your email address will not be published. Required fields are marked *