ନେତାଙ୍କ ନାରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ l ବିଜେପି ବଡ଼ବଡ଼ିଆ ନେତାଙ୍କ ସମ୍ପର୍କୀୟ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଭରତୀୟ ଜନତା ପାର୍ଟିର ଜଣେ ନେତା l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନା କହି ଏଭଳି ପୁଳା ପୁଳା ଟଙ୍କା ଠକି ଦେଇଛନ୍ତି ଯୁବକ l ଯୁବକ ଜଣଙ୍କ ହେଲେ ରାହୁଲ କୁମାର ସାହୁ l କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖେ ଚାକିରି ଓ ବଡ ପଦବୀ ଦେବେ କହି ଏଭଳି ଠକେଇ କରୁଥିଲେ ରାହୁଲ କୁମାର ସାହୁ l
Naxatra News is now on Whatsapp
Join and get latest news update delivered to you via whatsapp
Join Now