ଡ଼ଙ୍ଗାକୁଣ୍ଡ ଗ୍ରାମରେ ଗଛର ଛାଲି ପିଇ ଜଣେ ମହିଳା ମୃତ୍ୟୁ

Spread the love

ମାଲକାନଗିର : ମାଲକାନଗିରି ଜିଲ୍ଲା ପରକନମାଳା ପଂଚାୟତର ଡ଼ଙ୍ଗାକୁଣ୍ଡ ଗ୍ରାମର ସହଦେବ ମୁଦୁଲିଙ୍କ ସ୍ତ୍ରୀ ସନି ମୁଦୁଲି ବୟସ ୪୫ ମୁଣ୍ଡ ବିନ୍ଧୁ ଥିବାରୁ ଏକ ଗଛର ଛାଲିକୁ ବାଟି ପଇବା ପରେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ବାଲିମେଳା ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା! ସେଠି ଚିକିତ୍ସା ଚାଲିଥିବା ଅବସ୍ଥାରେ ସନିଙ୍କ ମୃତ୍ୟୁବରଣ ହୋଇଥିବା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଅଜିତସିଂ ବରିହା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *