Nabarangpur

ଚିତ୍ରକୋଣ୍ଡା ଡ଼ଙ୍ଗା ବୁଡି ଘଟଣା, ୧୪ ଘଣ୍ଟା ପରେ ବାଲିମେଳା ଜଳଭଣ୍ଡାରରୁ ମିଳିଲା ମୃତ ଦେହ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଡ଼ଙ୍ଗା ବୁଡି ଘଟଣା । ଦୀର୍ଘ ୧୪ ଘଣ୍ଟା ପରେ ବାଲିମେଳା ଜଳଭଣ୍ଡାରରୁ ମିଳିଲା ମୃତ ଦେହ । ମୃତ ବ୍ୟକ୍ତିଙ୍କ ନାମ କୃପା ବେନିଆ । ଗତକାଲି ସନ୍ଧ୍ୟା ସମୟରୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ ଜଳ ଭଣ୍ଡାରରେ ।

Related Articles

Leave a Reply

Your email address will not be published.

Back to top button