ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି। ଏମିତିରେକି ପକ୍ଷ ପାଳନ କରିବେ। ତାର ହିସାବ ଦେବେ କି ସରକାର। କେନ୍ଦ୍ର ସରକାର ପ୍ରତେକ ଦିନ ରାଜ୍ୟର ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ଯାହା ନବୀନଙ୍କ ସମୟରେ କରାଜୁଥିଲା କେତେ ଭାରତ ସରକାର ପାଳନ କଲେ। କେବଳ ପ୍ରହେଳିକା ଏହା। ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜବୁତ କରନ୍ତୁ। ବିନା ଭୟରେ ବିନା ରାଜନୀତିରେ ନିଜର ପକ୍ଷ ଜୋରଦାର ଉପସ୍ଥାପନ କରନ୍ତୁ। । ନିର୍ବାଚନ ଜିତିବା ପାଇଁ ଅସ୍ମିତା କଥା କହିଲା। ହେଲେ କାର୍ଯ୍ୟକରି ଦେଖାଅ। ପ୍ରତେକ ଦିନ ଓଡ଼ିଆ ଅସ୍ମିତା କ୍ଷର୍ଣ୍ଣ କରୁଛ। ତେଣୁ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର।ଏ ସରକାର ସବୁବେଳେ ଦୋ ଛୋକିରେ କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now