ଓଡ଼ିଶାରାଜନୀତି

ବିଜେଡିରେ ୨ଜଣ ନୂତନ ସମ୍ପାଦକଙ୍କୁ ନିଯୁକ୍ତି

ଭୁବନେଶ୍ୱର : ବିଜେଡିରେ ୨ଜଣ ନୂତନ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାର ସରୋଜ କୁମାର ସାହୁ ଓ ଖରିଆର ରୋଡ୍ ର ରାଜେଶ ନିଗମଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

Back to top button