ସେପ୍ଟେମ୍ବରରେ ହେବ ଘାଇର ସ୍ଥାୟୀ ମରାମତି : ସର୍ବୋଚ୍ଚ ଯନ୍ତ୍ରୀ

Spread the love

ଭୁବନେଶ୍ୱର: ବନ୍ୟା ସ୍ଥିତିକୁ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା । ବନ୍ୟା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି। ନଦୀର ଜଳ ସ୍ତର କାମୁଛି। ବିପଦ ସଂକେତ ତଳେ ରହିଛି। ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ। କେବଳ ମହାନଦୀ ସିଷ୍ଟମରେ  ଘାଇ ହୋଇଛି। ଏବେ ସବୁ ଘାଇର ଅସ୍ଥାୟୀ ଭାବେ ମରାମତି ହେଉଛି। ସେପ୍ଟେମ୍ବର ମାସରେ ସ୍ଥାୟୀ ମରାମତି ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

Leave a Reply

Your email address will not be published. Required fields are marked *