ଅପ ଲାଇନର ଟ୍ରାକ ଲିଙ୍କିଂ 4.45 ରେ ହେଲା – ଅଶ୍ୱିନୀ ବୈଷ୍ଣବ

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ପରେ ମରାମତି କାମ ଯୁଦ୍ଧକାଳୀନ ଭିତିରେ ଜାରୀ ରହିଥିବା ବେଳେ ଆଜି ଅପରାହ୍ନ 4.45ରେ ଏହାର ଅପ ଲାଇନର ଟ୍ରାକ ଲିଙ୍କିଂ ହୋଇ ଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଓଭରହେଡ ଇଲେକ୍ଟ୍ରିଫିକେସନ କାମ ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ଦିନ 12.05ରେ ଡାଉନ ମେନ ଲାଇନକୁ ଠିକ କରି ଦିଆଯାଇଥିବା ଶ୍ରୀ ବୈଷ୍ଣବ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *