Angulଓଡ଼ିଶା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ Shila Ray13/05/202313/05/2023 Spread the love ଭୁବନେଶ୍ୱର : ଅନୁଗୁଳ ବ୍ଲକ ବନ୍ତଳା ବନାଂଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ବୟସ୍କ ମହିଳାଙ୍କ ଜୀବନ ଚାଲି ଯାଇଛି । ଆମ୍ବ ଗୋଟାଇବାକୁ ଯାଇ ଥିବା ବେଳେ ଅଘଟଣ ଘଟିଛି । ବନାଂଚଳ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।
କାମ କରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ, ଦୁଇ ଦିନ ପରେ ଉଦ୍ଧାର ହେଲା ଗଳିତ ମୃତଦେହ Spread the loveSpread the loveଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ମୁଚୁରିଗାଡ଼ିଆ ଗାଁ ରେ ଅଭାବନୀୟ ଘଟଣା। ନିଜର ପେଟପାଟଣା ପାଇଁ କାମ କରିବାକୁ ଯାଇଥିବା ବେଳେ…
ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ, କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ Spread the loveSpread the loveତାଳଚେର ଗୁରୁଜାଙ୍ଗ ଗାଁରେ ଘଟିଛି ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ…
ତାଳଚେରରେ ଧୁମଧାମରେ ଗଣେଶ ପୂଜା Spread the loveSpread the loveଅନୁଗୁଳ: ଚଳିତ ବର୍ଷ ତାଳଚେରରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ୧୦୦ରୁ ଉର୍ଦ୍ଧ୍ଵ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏଥି…