ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଆସନ୍ତାକାଲି ଦ୍ବିତୀୟ ରାଜ୍ୟ କ୍ୟାବିନେଟ ବୈଠକ । କ୍ୟାବିନେଟ ବୈଠକ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଏବଂ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ବିଷୟରେ ଆଲୋଚନା ହୋଇପାରେ । ଏହା ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ଏହା ମୋହନ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ସମାରୋହ ଦିନ ସନ୍ଧ୍ୟାରେ ବସିଥିଲା ପ୍ରଥମେ କ୍ୟାବିନେଟ ବୈଠକ । ୨୨ରୁ ବଜେଟ ଅଧିବେଶନ ଥିବାରୁ ଏହି ବୈଠକରେ କିଛି ନୂଆ ଯୌଜନା ଉପରେ ହୋଇପାରେ ଆଲୋଚନା

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *