ତୃତୀୟ ଥର ମୋଦୀ ସରକାର, ଶପଥ ପାଠ କରାଇଲେ ରାଷ୍ଟ୍ରପତି

Spread the love

୩ୟ ଥର ମୋଦୀ ସରକାର । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ । ଜବାହାରଲାଲ ନେହରୁଙ୍କ ପରେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏଥର ମେଣ୍ଟ ସହଯୋଗୀଙ୍କ ଭରସାରେ ବିଜେପି ସରକାର ଗଠନ କରିଛି । । ଶପଥଗ୍ରହଣ ସମାରୋହରେ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ରାଷ୍ଟ୍ର ମୁଖ୍ୟମାନେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *