ପୋଲାଭରମ ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀ ଙ୍କୁ ଜବାବ ମାଗିଲା ବିଜେଡି

ପୋଲାଭରମ ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଜବାବ ମାଗିଲା ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଜବାବ ମାଗିଲେ ମୁଖପାତ୍ର ପ୍ରଦୀପ ମାଝି।ଦିଲ୍ଲୀ ନୀତି ଆୟୋଗର ବୈଠକ ରେ ପୋଲାଭରମ ପ୍ରସଙ୍ଗ ନ ଉଠାଇବା ମୁଖ୍ୟମନ୍ତ୍ରୀ ଙ୍କ ମନୋଭାବ ପୋଲାଭରମ ପ୍ରକଳ୍ପ କୁ ସମର୍ଥନ କରୁଥିବା ଦର୍ଶାଉଛି। ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଜଳମଗ୍ନ ହେବ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲ କହିଛନ୍ତି ପୋଲାଭରମ ପ୍ରକଳ୍ପ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ହେବ। ରାଜ୍ୟ ବିଜେପି ସରକାର ଏ ନେଇ ଚୁପ୍ ହୋଇ ବସିଛନ୍ତି। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ କି ମାଲକାନଗିରି ଆଦିବାସୀ ଅଞ୍ଚଳ ମୋଟୁ ଅଞ୍ଚଳ ବୁଡିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଙ୍କ କେମିତି ଦରଦ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡ?

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *