ବାଚସ୍ପତିଙ୍କ ମାଇକ ଟାଣିଲେ ତାରା ବାହିନୀପତି । ସୁରକ୍ଷାବାହିନୀ ଓ ତାରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ କଲେ ଉଦ୍ୟମ ।ପୁଣି ସ୍ପିକରଙ୍କ ଉପରକୁ ଫୋପାଡ଼ିଲେ ବହି । ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାବି କରିଛନ୍ତି । ୩୦ ମିନିଟ ଯାଏଁ ମୁଲତବୀ ହୋଇଥିଲା ଗୃହ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now