ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରଣାଳୟର ଆଉଏକ ଚିନ୍ତନ ଶିବିର ଆୟୋଜିତ

Spread the love

ନୁଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅମିତଶାହାଙ୍କ ଅଧ୍ୟକ୍ଷତୋର ଶୁକ୍ରବାର ଦିନ ଗୃହମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀ ମାନଙ୍କ ସହ ଏକ ନୁଆ ଚିନ୍ତନ ଶିବିର ଅୋୟାଜନ କରିଛନ୍ତି । ଏହି ଶିବିରର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ୨୦୪୭ର ଲକ୍ଷକୁ ପୁରଣ କରିବୀରୁ ବିଭିନ୍ନ କାର୍ଯ୍ୟ ପନ୍ଥାର ଯୋଜନା କରିବା । ଗୁହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ପ୍ରଥମ ଚିନ୍ତନ ଶିବିର ଅପ୍ରେଲ ୧୮ ତାରିଖେର ଅନୁଷ୍ଟିତ ହୋଇଥିଲା । ଏହି ବୈଠକେର ସୁରକ୍ଷା ସହିତ ଯୋଡି ହୋଇଥିବା ବିଭିନ୍ନ ବିଷୟ ଉପେର ବେିଶଷ ଗୁରୁତ୍ୱ ଦିଆଯାଇଥିଲା । ଏହିଥେରେ ସାଇବର ଅପରାଧ , ପୁଲିସ ବିଭାଗର ଆଧୁନିକିକରଣ, ଅପରାଧ ନ୍ୟାୟ ପ୍ରଣାଳୀ ରେ ଆଇଟିର ଉପଯୋଗ ଇତ୍ୟାଦି ଉପେର ଅୋଲାଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *