କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍

ଆଜି ସଂସଦରେ ଉପସ୍ଥାପନ ହେବ ବଜେଟ୍ । ଦିମନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ତେବେ ଆଗତ ହେବାକୁ ଥିବା ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେ ସଂସଦରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ମନ୍ତ୍ରୀ ।ଦିନ ୧୧ଟାରେ ବଜେଟ୍ ଉପସ୍ଥାପନା କରିବେ ସୀତାରମଣ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *