ଝାରସୁଗୁଡା ଯାଇ ରିପୋର୍ଟ ସଂଗ୍ରହ କରିବ କଂଗ୍ରେସ କମିଟି – ଶରତ ପଟ୍ଟନାୟକ

Spread the love

ଭୁବନେଶ୍ୱର : ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ।

ସେ କହିଛନ୍ତି ଯେ ପିସିସି ପକ୍ଷରୁ ଏକ ତିନି ଜଣିଆ କମିଟି ଝାରସୁଗୁଡା ଯିବ । ଏହି କମିଟି ଝାରସୁଗୁଡାରେ ଦଳର ଭୋଟ କାହିଁକି କମିଲା ସେ ନେଇ ଜାଂଚ କରିବା ପରେ ରିପୋର୍ଟ ପ୍ରଦାନ କରିବ । ସେ କହିଛନ୍ତି ଯେ ଏ ସମ୍ପର୍କରେ ହାଇକମାଣ୍ଡ ଅବଗତ ଅଛନ୍ତି ।

Leave a Reply

Your email address will not be published. Required fields are marked *