ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟକୁ ନେଇ ଧର୍ମଶାଳା ବିଜୟ ଉତ୍ସବ ପାଳନ

Spread the love

ଧର୍ମଶାଳା ଛଗତକାଲି ଝାରସୁଗୁଡା ଉପ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବିଜେଡି ନିକଟତମ ପ୍ରତିଦ୍ୱନ୍ଦି ବିଜେପିକୁ ହରାଇ ବିଜୟ ହାସଲ କରିଥିବାରୁ ବିଭିନ୍ନ ସ୍ଥାନରେ ଖୁସିର ଲହରୀ ଖେଳିଯାଇଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତିଶ ନାୟକଙ୍କ ନେତୃତ୍ୱରେ ଯୁବ ବିଜେଡି କର୍ମକର୍ତାମାନେ ଦଳୀୟ ପତାକା ଧରି ଜାରକା ବଜାର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ମିଷ୍ଠାନ ବଂଟନ କରିଥିଲେ ।

Leave a Reply

Your email address will not be published. Required fields are marked *