ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲକୁ ଇଡ଼ିର ନୋଟିସ, ସୋମବାରଦିନ ପଚରା ଉଚୁରା ପାଇଁ ଡକାଯାଇଛି

Spread the love

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ରାକାଂପା) ର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଆଇଏଲ ଏବଂ ଏଫଏସ ବିତୀୟ ଅନିୟମିତତା ମାମଲାରେ ନୋଟିସ ଜାରି କାରି ସୋମବାର ଦିନ ପଚରା ଉଚୁରା ପାଇଁ ଡାକିଛନ୍ତି । ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ସକାଳେ ଜୟନ୍ତ ପାଟିଲଙ୍କୁ ଆଇଏଲ ଏବଂ ଏଫଏସ ମାମଲାର ନୋଟିସ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *