କିଏ ଆଗରେ କିଏ ପଛରେ ?

() ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ ଏବେ ଯାଏଁ ମିଳିଥିବା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ । ସେହିପରି ରାଏବରେଲିରେ ରାହୁଲ ଗାନ୍ଧୀ ଓ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଗେଇ ଚାଲିଥିବାବେଳେ ମିରଟରେ ଅରୁଣ ଗୋଭିଲ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବା ଜଣାପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *