୭ଟି ବର୍ଗ ପାଇଁ ୭ଟି ପ୍ରତିଶୃତି ଅନୁପାଳନ ହେବ : ମଲ୍ଲିକାର୍ଜୁନ ଖଡ଼ଗେ

ହରିଆଣାରେ ସରକାର କଲେ ୭ଟି ଗ୍ୟାରେଣ୍ଟି ଲାଗୁ କରିବାକୁ ଘୋଷଣା କରିଛି କଂଗ୍ରେସ। ୭ଟି ବର୍ଗ ପାଇଁ ୭ଟି ପ୍ରତିଶୃତି ଅନୁପାଳନ ହେବ ବୋଲି କହିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ମହିଳା ପ୍ରତି ମାସରେ ପାଇବେ ୨ହଜାର ଟଙ୍କା। ୫ଶହ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ। ଲେଖାଏଁ ପାଇବେ। ବୟସ୍କଙ୍କୁ ପେନସନ ବିଶେଷ କରି ଦିବ୍ୟାଙ୍ଗ, ବିଧବାଙ୍କୁ ଦିଆଯିବ। ସାମାଜିକ ସୁରକ୍ଷା ଭିତ୍ତିରେ ଏହା ଲାଗୁ ହେବ। ପ୍ରତି ବର୍ଗକୁ ପେନସନ ବା ଭତ୍ତା ଆକାରରେ ୬ହଜାର ଟଙ୍କା ମିଳିବ। ପୁରୁଣା ପେନସନ ପୁଣି ଲାଗୁ କରାଯିବ। ଯୁବକଙ୍କୁ ୨ ଲକ୍ଷ ସ୍ଥାୟୀ ନିଯୁକ୍ତି ଦେବ କଂଗ୍ରେସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *