ମୋଦି ସରକାର ଦେଶରେ ଚଳାଇଛି କିଣାବିକାର ସରକାର: ଗେହଲଟ

Spread the love

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ଦେଶରେ ଜାରି ଉତ୍ତେଜନା, ହିଂସା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଆଗକୁ ଆସି ଲୋକଙ୍‌କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅପିଲ କରିବାକୁ କହିଛନ୍ତି। ନାସନାଲ ଲିଗାଲ ସର୍ଭିସେସ୍ ଅଥୋରିଟିର ଦୁଇ ଦିବସୀୟ ସମ୍ମିଳନୀରେ ଯୋଗଦେଇ ଗେହଲଟ ସମ୍ବୋଧିତ କରିବାକୁ କହିଛନ୍ତି କି, ଦେଶର ସ୍ଥିତି ସଂଗୀନ।

ଏହି ଅବସରରେ ଅଶୋକ ଗେହଲଟ କହିଛନ୍ତି, ରାଜ୍ୟ ସରକାରମାନଙ୍କୁ ଭାଙ୍ଗି ଦେଶବ୍ୟାପୀ ଚାଲିଥିବା

ହିଂସା ବ୍ୟାପିଛି।  ବିଭିନ୍ନ ରାଜ୍ୟଗୁଡିକରେ ଜୋଡତୋଡ କରି ସରକାର ଗଡିବାକୁ ଆକ୍ଷେପ କରିଛନ୍ତି ଗେହଲଟ।  ଦେଖନ୍ତୁ କିପରି ଗୋଆ, ମଣିପୁର, କର୍ଣ୍ଣାଟକ, ଏମପି, ମହାରାଷ୍ଟ୍ରରେ ସରକାର ଭାଙ୍ଗି ନିଜେ ସରକାର ଗଢିଛନ୍ତି। ଏହା କଣ କୌଣସି ତାମସା ଚାଲିଛି? ଏପରି କି, ମୋ ସରକାରକୁ ଅବସ୍ଥିର କରିବାକୁ ଚେଷ୍ଟା କରାଯାଇଥିଲା। ଏବେ ଦେଶରେ ବିଜେପି ଚଳାଇଛି କିଣା ବିକାର ସରକାର।  ଏହି ସମ୍ମିଳନୀରେ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ଏମ ଭି ରମନ୍ନା ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

Leave a Reply

Your email address will not be published. Required fields are marked *