ସବୁ ସ୍କୁଲରେ ଲାଗିବ ସିସିଟିଭି

CBSE ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାର ବିମର୍ଶ ଚାଲିଛି। ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସ୍କୁଲରେ ଆଇସିସି ଗଠନ କରାଯାଉଛି। ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କେମିତି ସକ୍ରିୟ ହେବେ , ତତକ୍ଷଣାତ୍ ପଦକ୍ଷେପ ପାଇଁ ପଦକ୍ଷେପ ନିଆଯାଉଛି। ମହିଳା ଏଵଂ ଶିଶୁ ମାନକ ଗୁରୁତ୍ୱ ଦିଆଯାଉଛି। CBSE ଭଳି ସିସିଟିଭି ଲାଗିବ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ସ୍କୁଲ୍ ଏଵଂ ଗଣଶିକ୍ଷା ବିଭାଗ ନିଷ୍ପତି ନେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *