ଏନସିପି ନେତାଙ୍କୁ ଧମକ

Spread the love

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଜୀବନରୁ ମାରିବାକୁ ଧମକ। ଧମକ ପରେ ପୁଲିସରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ମଙ୍ଗଳବାର ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି କି, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସିଲ୍ଭର ଓକ ସ୍ଥିତ ବାସ ଭବନକୁ ଫୋନ କରି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏନେଇ ଆଇପିସିର ଧାରା ୨୯୬ ଓ ୫୦୬ (୨) ଅନ୍ତର୍ଗତ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ଦାୟର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *