ଆସନ୍ତାକାଲି ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ । କାଲି ସକାଳ ୮ଟା ରେ ଭଙ୍ଗାଯିବ ଆଶ୍ରମ । ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ବିଡିଏର ଘୋଷଣା କରିଛି । ସୂଚନା ଅନୁଯାୟୀ ବିଡିଏ , ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଏହା ଭଙ୍ଗାଯିବ ଆଶ୍ରମ । ତେବେ ୧୪୦ ଡିସିମିଲ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now