ଭୋଜି କରିବା ପଡ଼ିଲା ମହଙ୍ଗା

ଭୋଜି କରିବା ପଡ଼ିଲା ମହଙ୍ଗା। ଭୋଜିକରି ୫ ପୋଲିସ କନେଷ୍ଟବଳ ହେଲେ ନିଲମ୍ବିତ। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟରେ ଭୋଜି କରି , ନିଲମ୍ବିତ ହେଲେ ଜଣେ ହାବିଲଦାର ଙ୍କ ସହିତ ୪ ଜଣ କନେଷ୍ଟବଳ। ହାବିଲଦାର ହେମନ୍ତ ବାରିକ, କନେଷ୍ଟବଳ ସିଦ୍ଧେଶ୍ୱର ଗୋଚ୍ଛାୟତ,ଦେବ ମାଝୀ, ସୁଧାଂଶୁ ଜେନା,ରାମଚନ୍ଦ୍ର ତପସ୍ୱୀ ନିଲମ୍ବିତ ହୋଇଛନ୍ତି। ସୁଚନା ଅନୁଯାୟୀ ଗତ ୧୮ ତାରିଖରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଭୋଜି କରୁଥିଲେ ୫ ପୋଲିସ କର୍ମଚାରୀ କିନ୍ତୁ ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ କରି ଆକ୍ସନ ନେଇଛନ୍ତି ଏସପି ରାଜ ପ୍ରାସାଦ। ଏନେଇ ବାଲେଶ୍ବର ଜିଲ୍ଲାପାଳ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *