ଯୁବ କଂଗ୍ରେସର ରଣ ହୁଙ୍କାର ।ଯୁବ କଂଗ୍ରେସ ତରଫରୁ ଆୟୋଜିତ ହେଉଛି ପ୍ରତାରଣା ପ୍ରତିବାଦ ସମାବେଶ। ଏହି ସମାବେଶରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ପ୍ରତିବାଦ ସଭା ରେ ଉଦବୋଧନ ଦେବେ ରାଷ୍ଟ୍ରୀୟ ଅଧକ୍ଷ। ଭୋଟ ଚୋରୀ ଏବଂ ଚାକିରୀ ଚୋରୀ ବିରୋଧରେ ଏହି ପ୍ରତାରଣା ସମାବେଶ ଆୟୋଜିତ ହୋଇଛି। ଏହାଶହ ଶୋଭାଯାତ୍ରା ଏବଂ ବିକ୍ଷୋଭ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ଯୁବ କଂଗ୍ରେସ। ଏହାସହ ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନ ଘେରାଉ କରିବା କାଜ୍ୟକ୍ରମ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now