ରାହୁଲଗାନ୍ଧୀଙ୍କ ଜନ୍ମଦିନରେ ରାହୁଲ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । କଂଗ୍ରେସ ଭବନ ରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପିସିସି ସଭାପତି କହିଛନ୍ତି ଆଡମ୍ବନା ର ସହ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ କରାଯାଉନାହିଁ। ଭାରତର ବାସ୍ତବତା ରୁପକୁ ଭାରତରେ ନ୍ୟାୟ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ବାସ୍ତବତା ସମ୍ପର୍କରେ ଅବଗତ କରାଇଛନ୍ତି । ଭାତବର୍ଷରେ ମୋଦି ସରକାରଙ୍କ ଯେଉଁ ଭୟ ରହିଥିଲା, ଭାରତକୁ ଭୟମୁକ୍ତ କରିବାକୁ ଯାତ୍ରା ମାଧ୍ୟମରେ କୋଟି କୋଟି ଜନତାଙ୍କ ପାଖକୁ ଯାଇଥିଲେ ରାହୁଲ । ଦେଶ ହିତରେ ରାହୁଲ ଗାନ୍ଧୀଙ୍କ କାଯ୍ୟ ଜାରି ରହୁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now