FM କଲେଜରେ ପ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ମୃତ୍ୟ ଘଟଣାରେ ଦିନ ତମାମ ତନ ତନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ନେବାପରେ ଆଜି ତିନି ଜଣିଆ ଟିମ  ମହାବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଟିମରେ ଆଇଜି ଏସ ସାଇନି, ଡିଏସପି ଇମାନ କଲ୍ୟାଣୀ ନାୟକ ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ରହିଥିଲେ। Fm ମହାବିଦ୍ୟାଳୟର ଆଇ ସି ସି ଟିମ୍ ସଦସ୍ୟା ତଥା ଜିଲ୍ଲା ନାରିସଂଘ ସଭାପତି ଗୋପାମୁଦ୍ରା ମହାପାତ୍ରଙ୍କ ସମେତ ଆଇସିସି ଟିମର ଏକାଧିକ ସଦସ୍ୟ , କଲେଜର ନୂତନ ଅଧକ୍ଷ, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ଙ୍କୁ ଜଣଙ୍କ ପରେ ଜଣଙ୍କୁ ପଚରାଉଚରା ସହିତ ବିଭିନ୍ନ ଦିଗରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା କହିଛନ୍ତି ଆଇଜି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *