ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ । ଏବଂ ପବିତ୍ର ହରି ସୟନ ଏକାଦଶୀ, ଏହି ତିଥି ରେ ଶ୍ରୀଜୀଉ ରଥ ଉପରେ ଭକ୍ତ ଙ୍କୁ ସୁନା ବେଶ ରେ ଦର୍ଶନ ଦେବେ । ଶ୍ରୀଜୀଉ ଙ୍କ ଏହି ସୁନା ବେଶ ଦେଖିବାକୁ ଶ୍ରୀକ୍ଷେତ୍ର ରେ ପ୍ରବଳ ଜନ ସମାଗମ ହେଇଛି । ମହଣ ମହଣ ସୁନା ଅଳଙ୍କାର ରେ ଆବୁଷିତ ହେବେ ଶ୍ରୀ ଜୀଉ । ଗତକାଲି ବାହୁଡା ଯାତ୍ରା ରେ ତିନି ରଥ ସିଂହ ଦ୍ୱାର କୁ ବାହୁଡ଼ି ଆସିଥିଲେ ।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *