ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଜଳ ସମ୍ପଦ ମନ୍ତ୍ରୀ

ମହାନଦୀ ଜଳ ବିବାଦ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ କେଦାର  ନାଥ କାଶ୍ୟପ । ସେ କହିଛନ୍ତି ଯେ, ଟ୍ରିବୁନାଲ ରେ ଶୁଣାଣି ଚାଲିଛି । ମହାନଦୀ ଜଳ ବିବାଦ ର ସମାଧାନ ଯାହା ବି ହେବ ତାହା ଦୁଇଟି ରାଜ୍ୟ ର ହିତ ରେ ହେବ । ଛତିଶ ଗଡ଼ ରେ ୩ ଟି ବଡ ବ୍ୟରଜ୍ ନିର୍ମାଣ ହୋଇଛି । ପାଣି ର ଆବଣ୍ଟନ ଦୁଇ ରାଜ୍ୟକୁ ଯେମିତି ସଠିକ୍ ମିଳିବ ସେ ଦିଗ ରେ ଗୁରୁତ୍ବ ଦିଆଯାଇଛି। ମହାନଦୀ ର ଉତ୍ପତ୍ତି ସ୍ଥଳ ଠାରୁ ଗଣନା ପାଇଁ କରି ଛତିଶ ଗଡ଼ ରେ ବ୍ୟବହାର କରାଯାଉଛି । ଓଡ଼ିଶା ର ହୁକ୍ କୁ ବଞ୍ଚିତ କରାଯିବ ନାହିଁ । ଯାହା ନିଷ୍ପତି ହେବ ତାହା ଉଭୟ ରାଜ୍ୟ ର ହିତ ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *