ସିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍

ସିରୁଳି ମହାବୀର ମନ୍ଦିର ରୁ ଗତ କାଲି ବିଳମ୍ବିତ ରାତିରେ ହୁଣ୍ଡୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ମହାପ୍ରଭୁ ଙ୍କ ସନ୍ଧ୍ୟାଆଳତି  ପରେ ଦୈନ୍ୟଦିନ ର ନୀତିକାନ୍ତି ସମ୍ପର୍ଣ୍ଣ ହୋଇ ରାତ୍ର ପହୁଡ଼ 10.30 ମିନିଟି ସମୟରେ ହୋଇଥିଲା । ଗତକାଲି ପାଳିଆ ସେବାୟତ ମନ୍ଦିର ବନ୍ଦ କରି ଯାଇଥିଲେ ହେଲେ ଆଜି ସକାଳେ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିଦେଖିଥିଲେ ହୁଣ୍ଡୀ ଭଙ୍ଗା ଯାଇଛି । ସଙ୍ଗେ ସଙ୍ଗେ ମନ୍ଦିର କମିଟି ଚନ୍ଦନ ପୁର ଥାନା କୁ ଖବର ଦେଇଥିଲେ ପୂଜକ । ଘଟଣା ସ୍ଥଳରେ ଚନ୍ଦନ ପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟେ ଉପସ୍ଥିତ ରହିଛନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *