ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପୁରୀ ଝିଅ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା କୁ ନେଇ ଦୁଇ ମାସ ପରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା, ଏବେ କିପରି ତାଙ୍କ ଦିନ ବିତୁଛି, ସାଧାରଣ ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି, ଏ ସମସ୍ତ ଘଟଣା କୁ ନେଇ ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପୁରୀ ଝିଅ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା କୁ ନେଇ ଦୁଇ ମାସ ପରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା, ଏବେ କିପରି ତାଙ୍କ ଦିନ ବିତୁଛି, ସାଧାରଣ ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି, ଏ ସମସ୍ତ ଘଟଣା କୁ ନେଇ Viral girl ପ୍ରିୟଙ୍କା ସେନାପତି ଏକ ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ନିଜ id ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ପ୍ରିୟଙ୍କା ଗଣମାଧ୍ୟମ ଉପରେ ବର୍ଷିଛନ୍ତି,୨୧ମିନିଟ ୧ସେକେଣ୍ଡ ର ଏହି ଭିଡ଼ିଓ ରେ ପ୍ରିୟଙ୍କା କହିଛନ୍ତି ଯେଉଁ ସମୟରେ ତାଙ୍କ ନାମ ପାକିସ୍ତାନ ଗୁପ୍ତଚର ଜ୍ୟୋତି ଙ୍କ ସହ ଯୋଡ଼ା ଯାଇଥିଲା ଏବଂ ସେ ପାକିସ୍ତାନୀ ଗୁପ୍ତଚର ବୋଲି ତଦନ୍ତ ଦେଶର ବିଭିନ୍ନ ସୁରକ୍ଷା agency ଦ୍ୱାରା ଜାରିରହିଥିଲା | ସେ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରିୟଙ୍କା କୁ ନେଇ ବିଭିନ୍ନ ମତ ରଖାଯାଇଥିଲା, ପ୍ରିୟଙ୍କା ଆମ ଦେଶ ଓ ଆମ ପୁରୀ ର ଶ୍ରୀ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଫୋଟୋ ଓ ସୂଚନା ପାକିସ୍ତାନ କୁ ଦେଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ କଲେ, ଗଣମାଧ୍ୟମ ର ଖବର ପ୍ରକାଶ ପରେ ଅନେକ ଧମକ ମଧ୍ୟ ପ୍ରିୟଙ୍କା କୁ ଆସିଛି, ତାଙ୍କୁ ରେପ ଧମକ ସହ ପ୍ରିୟଙ୍କା ଓ ତାଙ୍କ ବାପ ଙ୍କୁ ଜିୟନ୍ତ ଜାଳିଦେବାକୁ ଲୋକେ ଧମକ ମିଳିଥିବା ପ୍ରିୟଙ୍କା ଏହି ଭିଡିଓ ରେ କହିଛନ୍ତି ।ଏହି ଭିଡିଓ ରେ ଏକ ପ୍ରକାର ର ସମ୍ପୂର୍ଣ ତଥ୍ୟ ନିଜର ପ୍ରିୟଙ୍କା ରଖିଛନ୍ତି କିପରି ତାଙ୍କ ପରିବାର ର ଗୋଟେ ତେଜରାତି ଦୋକାନ ରୁ ୪ ଟି ରେସ୍ତୋରାଁଣ୍ଟ ହେଲା ଏବଂ ସେ କିପରି ସୋସିଆଲ ମେଡ଼ିଆ ରେ ନିଜକୁ କିପରି ଏକ କଣ୍ଟେଟ କ୍ରିଏଟର ଭାବେ ପ୍ରତିଷ୍ଠା କରିଥିଲେ ସେ ନେଇ ସମ୍ପୂର୍ଣ ତଥ୍ୟ ଦୁଇ ମାସ ପରେ ସୋସିଆଲ ମେଡ଼ିଆ ମାଧ୍ୟମ ରେ ଭିଡ଼ିଓ ଜାରି କରି କହିଛନ୍ତି ପ୍ରିୟଙ୍କା ସେନାପତି । ପ୍ରିୟଙ୍କା ସେନାପତି ଏକ ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ନିଜ id ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ପ୍ରିୟଙ୍କା ଗଣମାଧ୍ୟମ ଉପରେ ବର୍ଷିଛନ୍ତି,୨୧ମିନିଟ ୧ସେକେଣ୍ଡ ର ଏହି ଭିଡ଼ିଓ ରେ ପ୍ରିୟଙ୍କା କହିଛନ୍ତି ଯେଉଁ ସମୟରେ ତାଙ୍କ ନାମ ପାକିସ୍ତାନ ଗୁପ୍ତଚର ଜ୍ୟୋତି ଙ୍କ ସହ ଯୋଡ଼ା ଯାଇଥିଲା ଏବଂ ସେ ପାକିସ୍ତାନୀ ଗୁପ୍ତଚର ବୋଲି ତଦନ୍ତ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସିପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପୁରୀ ଝିଅ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା କୁ ନେଇ, ଏବେ କିପରି ତାଙ୍କ ଦିନ ବିତୁଛି, ସାଧାରଣ ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି, ଏ ସମସ୍ତ ଘଟଣା କୁ ନେଇ ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପୁରୀ ଝିଅ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା କୁ ନେଇ ଦୁଇ ମାସ ପରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା, ଏବେ କିପରି ତାଙ୍କ ଦିନ ବିତୁଛି, ସାଧାରଣ ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି, ଏ ସମସ୍ତ ଘଟଣା କୁ ନେଇ ଭାଇରାଲ ପ୍ରିୟଙ୍କା ସେନାପତି ଏକ ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ନିଜ id ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ପ୍ରିୟଙ୍କା ଗଣମାଧ୍ୟମ ଉପରେ ବର୍ଷିଛନ୍ତି,୨୧ମିନିଟ ୧ସେକେଣ୍ଡ ର ଏହି ଭିଡ଼ିଓ ରେ ପ୍ରିୟଙ୍କା କହିଛନ୍ତି ଯେଉଁ ସମୟରେ ତାଙ୍କ ନାମ ପାକିସ୍ତାନ ଗୁପ୍ତଚର ଜ୍ୟୋତି ଙ୍କ ସହ ଯୋଡ଼ା ଯାଇଥିଲା ଏବଂ ସେ ପାକିସ୍ତାନୀ ଗୁପ୍ତଚର ବୋଲି ତଦନ୍ତ ଦେଶର ବିଭିନ୍ନ ସୁରକ୍ଷା agency ଦ୍ୱାରା ଜାରିରହିଥିଲା | ସେ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରିୟଙ୍କା କୁ ନେଇ ବିଭିନ୍ନ ମତ ରଖାଯାଇଥିଲା, ପ୍ରିୟଙ୍କା ଆମ ଦେଶ ଓ ଆମ ପୁରୀ ର ଶ୍ରୀ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଫୋଟୋ ଓ ସୂଚନା ପାକିସ୍ତାନ କୁ ଦେଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ କଲେ, ଗଣମାଧ୍ୟମ ର ଖବର ପ୍ରକାଶ ପରେ ଅନେକ ଧମକ ମଧ୍ୟ ପ୍ରିୟଙ୍କା କୁ ଆସିଛି, ତାଙ୍କୁ ରେପ ଧମକ ସହ ପ୍ରିୟଙ୍କା ଓ ତାଙ୍କ ବାପ ଙ୍କୁ ଜିୟନ୍ତ ଜାଳିଦେବାକୁ ଲୋକେ ଧମକ ମିଳିଥିବା ପ୍ରିୟଙ୍କା ଏହି ଭିଡିଓ ରେ କହିଛନ୍ତି ।ଏହି ଭିଡିଓ ରେ ଏକ ପ୍ରକାର ର ସମ୍ପୂର୍ଣ ତଥ୍ୟ ନିଜର ପ୍ରିୟଙ୍କା ରଖିଛନ୍ତି କିପରି ତାଙ୍କ ପରିବାର ର ଗୋଟେ ତେଜରାତି ଦୋକାନ ରୁ ୪ ଟି ରେସ୍ତୋରାଁଣ୍ଟ ହେଲା ଏବଂ ସେ କିପରି ସୋସିଆଲ ମେଡ଼ିଆ ରେ ନିଜକୁ କିପରି ଏକ କଣ୍ଟେଟ କ୍ରିଏଟର ଭାବେ ପ୍ରତିଷ୍ଠା କରିଥିଲେ ସେ ନେଇ ସମ୍ପୂର୍ଣ ତଥ୍ୟ ଦୁଇ ମାସ ପରେ ସୋସିଆଲ ମେଡ଼ିଆ ମାଧ୍ୟମ ରେ ଭିଡ଼ିଓ ଜାରି କରି କହିଛନ୍ତି ପ୍ରିୟଙ୍କା ସେନାପତି । ପ୍ରିୟଙ୍କା ସେନାପତି ଏକ ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ନିଜ id ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ପ୍ରିୟଙ୍କା ଗଣମାଧ୍ୟମ ଉପରେ ବର୍ଷିଛନ୍ତି,୨୧ମିନିଟ ୧ସେକେଣ୍ଡ ର ଏହି ଭିଡ଼ିଓ ରେ ପ୍ରିୟଙ୍କା କହିଛନ୍ତି ଯେଉଁ ସମୟରେ ତାଙ୍କ ନାମ ପାକିସ୍ତାନ ଗୁପ୍ତଚର ଜ୍ୟୋତି ଙ୍କ ସହ ଯୋଡ଼ା ଯାଇଥିଲା ଏବଂ ସେ ପାକିସ୍ତାନୀ ଗୁପ୍ତଚର ବୋଲି ତଦନ୍ତ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରିରହିଥିଲା । ସେ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରିୟଙ୍କା କୁ ନେଇ ବିଭିନ୍ନ ମତ ରଖାଯାଇଥିଲା, ପ୍ରିୟଙ୍କା ଆମ ଦେଶ ଓ ଆମ ପୁରୀ ର ଶ୍ରୀ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଫୋଟୋ ଓ ସୂଚନା ପାକିସ୍ତାନ କୁ ଦେଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ କଲେ, ଗଣମାଧ୍ୟମ ର ଖବର ପ୍ରକାଶ ପରେ ଅନେକ ଧମକ ମଧ୍ୟ ପ୍ରିୟଙ୍କା କୁ ଆସିଛି, ତାଙ୍କୁ ରେପ ଧମକ ସହ ପ୍ରିୟଙ୍କା ଓ ତାଙ୍କ ବାପ ଙ୍କୁ ଜିୟନ୍ତ ଜାଳିଦେବାକୁ ଲୋକେ ଧମକ ମିଳିଥିବା ପ୍ରିୟଙ୍କା ଏହି ଭିଡିଓ ରେ କହିଛନ୍ତି । ଏହି ଭିଡିଓ ରେ ଏକ ପ୍ରକାର ର ସମ୍ପୂର୍ଣ ତଥ୍ୟ ନିଜର ପ୍ରିୟଙ୍କା ରଖିଛନ୍ତି କିପରି ତାଙ୍କ ପରିବାର ର ଗୋଟେ ତେଜରାତି ଦୋକାନ ରୁ ୪ ଟି ରେସ୍ତୋରାଁଣ୍ଟ ହେଲା ଏବଂ ସେ କିପରି ସୋସିଆଲ ମେଡ଼ିଆ ରେ ନିଜକୁ କିପରି ଏକ କଣ୍ଟେଟ କ୍ରିଏଟର ଭାବେ ପ୍ରତିଷ୍ଠା କରିଥିଲେ ସେ ନେଇ ସମ୍ପୂର୍ଣ ତଥ୍ୟ ଦୁଇ ମାସ ପରେ ସୋସିଆଲ ମେଡ଼ିଆ ମାଧ୍ୟମ ରେ ଭିଡ଼ିଓ ଜାରି କରି କହିଛନ୍ତି ପ୍ରିୟଙ୍କା ସେନାପତି ।
ଦ୍ୱାରା ଜାରିରହିଥିଲା । ସେ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରିୟଙ୍କା କୁ ନେଇ ବିଭିନ୍ନ ମତ ରଖାଯାଇଥିଲା, ପ୍ରିୟଙ୍କା ଆମ ଦେଶ ଓ ଆମ ପୁରୀ ର ଶ୍ରୀ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଫୋଟୋ ଓ ସୂଚନା ପାକିସ୍ତାନ କୁ ଦେଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ କଲେ, ଗଣମାଧ୍ୟମ ର ଖବର ପ୍ରକାଶ ପରେ ଅନେକ ଧମକ ମଧ୍ୟ ପ୍ରିୟଙ୍କା କୁ ଆସିଛି, ତାଙ୍କୁ ରେପ ଧମକ ସହ ପ୍ରିୟଙ୍କା ଓ ତାଙ୍କ ବାପ ଙ୍କୁ ଜିୟନ୍ତ ଜାଳିଦେବାକୁ ଲୋକେ ଧମକ ମିଳିଥିବା ପ୍ରିୟଙ୍କା ଏହି ଭିଡିଓ ରେ କହିଛନ୍ତି । ଏହି ଭିଡିଓ ରେ ଏକ ପ୍ରକାର ର ସମ୍ପୂର୍ଣ ତଥ୍ୟ ନିଜର ପ୍ରିୟଙ୍କା ରଖିଛନ୍ତି କିପରି ତାଙ୍କ ପରିବାର ର ଗୋଟେ ତେଜରାତି ଦୋକାନ ରୁ ୪ ଟି ରେସ୍ତୋରାଁଣ୍ଟ ହେଲା ଏବଂ ସେ କିପରି ସୋସିଆଲ ମେଡ଼ିଆ ରେ ନିଜକୁ କିପରି ଏକ କଣ୍ଟେଟ କ୍ରିଏଟର ଭାବେ ପ୍ରତିଷ୍ଠା କରିଥିଲେ ସେ ନେଇ ସମ୍ପୂର୍ଣ ତଥ୍ୟ ଦୁଇ ମାସ ପରେ ସୋସିଆଲ ମେଡ଼ିଆ ମାଧ୍ୟମ ରେ ଭିଡ଼ିଓ ଜାରି କରି କହିଛନ୍ତି ପ୍ରିୟଙ୍କା ସେନାପତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now