ସାମାଜିକ ଗଣମାଧ୍ୟମ ରେ ଶ୍ରୀ ମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ l ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ l ବୃନ୍ଦାବନ ର ଜଣେ ଭକ୍ତ ବଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ ବୁକ ରେ ଛାଡିଛନ୍ତି l ପୁଣି ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ l ଜଣେ ଭକ୍ତ ଶ୍ରୀ ମନ୍ଦିର ଭିତର ବେଢା ଓ ଗର୍ଭଗୃହ ର ଭିଡ଼ିଓ ଭାଇରାଲ କରିଛନ୍ତି ସାମାଜିକ ଗଣମାଧ୍ୟମରେ ଗତକାଲି ରାତି ରେ ଏହି ଭିଡ଼ିଓ ଟି ଇନଷ୍ଟାଗ୍ରାମ ଓ ଫେସବୁକ ରେ ଛାଡିଛନ୍ତି ଭକ୍ତ l

Naxatra News is now on Whatsapp
Join and get latest news update delivered to you via whatsapp
Join Now