ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଦ୍ୱୀତିୟ ସୋମବାର , ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ମନ୍ଦିର । ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡା ଶହର ଉପକଣ୍ଠରେ ଥିବା ବାବା ସୋମନାଥ ମନ୍ଦିରରେ ଲାଗିଛି ହବିଷ୍ୟାଳୀ ଙ୍କ ଭିଡ । ସମସ୍ତ ହବିଷ୍ୟାଳୀ ମାନେ ରାଇଦାମଦର ପୂଜା କରିବା ସହ ତୁଳସୀ ଚଉରା ମୁଳେ ଜଳ ଢାଳିଥାନ୍ତି ଏବଂ ସମସ୍ତ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ସେପଟେ ହବିଷ୍ୟାଳୀ ଭିଡ କୁ ଦୁଷ୍ଟିରେ ରଖି ମନ୍ଦିର ଉନ୍ନୟନ କମିଟି ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now