Dhenkanalଦୁର୍ନୀତି ଓ କାଣ୍ଡ

ଭିଜିଲାନ୍ସ ଜାଲରେ ଲ କଲେଜର ମୁଖ୍ୟ କିରାଣୀ

ଢେଙ୍କାନାଳ : ଲାଞ୍ଚ ନେଇ ଫସିଲେ ଲ କଲେଜର ହେଡ୍‌ କ୍ଲର୍କ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଲ କଲେଜରେ। ହେଡ୍ କ୍ଲର୍କ ଜଣଙ୍କ ହେଉଛନ୍ତି ଉତ୍ତମ ରାଉତ। ଏନେଇ ଭିଜିଲାନ୍ସ ଉତ୍ତମଙ୍କୁ ଗିରଫ କରିଛି। ତେବେ ସାର୍ଟିଫିକେଟ ଦେବା ପାଇଁ ଉତ୍ତମ ଜଣେ ଛାତ୍ରଙ୍କ ଠାରୁ  ୧୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଛାତ୍ର ଜଣଙ୍କ ୮ ହଜାର ୫୦୦ଟଙ୍କା ଲାଞ୍ଚ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button