ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି। ବିସିସିଆଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନ ଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି। ଏନେଇ ପାକିସ୍ତାନ ବାହାରେ ମ୍ୟାଚ ଆୟୋଜନ କରିବାକୁ ଅପିଲ କରିବ ବିସିସିଆଇ । ୨୦୨୫ ମସିହାରେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବ। ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ। ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ମ୍ୟାଚ କାର୍ଯ୍ୟସୂଚିର ଏକ ଚିଠା ପଠାଯାଇଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *