ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ସୋଫିଆ:  ବୁଲଗେରିଆରେ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର। ଏକ ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛି ଜଣେ ଶିଶୁ…