ବାତିଲ ହେଲା ୧୯ଟି ଟ୍ରେନ,ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ପଶ୍ଚିମବଙ୍ଗ ନ୍ୟୁଉ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଂଚନଜଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଁଚିଛି । ଉଦ୍ଧାରକାମ ସରିଯାଇଥିଲେ ବି…

ନଦୀକୁ ଖସିଲା ଟ୍ରାଭେଲର: ୧୩ ମୃତ

ରୁଦ୍ରପ୍ରୟାଗରେ ବଡ଼ ଦୁର୍ଘଟଣା। ରିଷିକେଶ- ବଦ୍ରିନାଥ ଜାତୀୟ ରାଜପଥରେ ଏକ ଯାତ୍ରାବାହୀ ଟେମ୍ପୁ ଟ୍ରାଭେଲର ଅଳକାନନ୍ଦା ନଦୀରେ ଖସିଯିବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୧୩ଜଣ ଗୁରୁତର…

କୁଏତ ଅଗ୍ନିକାଣ୍ଡ , ଜନ୍ମ ମାଟିରେ ପହଞ୍ଚିଲା ମହମ୍ମଦ ଜହୁରଙ୍କ ପାର୍ଥିବ ଶରୀର ।

କୁଏତ ଅଗ୍ନିକାଣ୍ଡ ଘଟଣା । ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମ ଜନ୍ମ ମାଟିରେ ପହଞ୍ଚିଲା  ମହମ୍ମଦ ଜହୁରଙ୍କ ପାର୍ଥିବ ଶରୀର । ତିଗିରିଆ ଛକ ଠାରୁ…

ଜାମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ,ଡିଜାଷ୍ଟର ରେସପନ୍ସ ଟିମ ମୁତୟନ

ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା  । ଯାଞ୍ଚ ପାଇଁ ଘଟଣାସ୍ଥଳକୁ ଗଲେ ଏନଆଇଏ ଟିମ୍  । ଆତଙ୍କବାଦୀଙ୍କୁ…

ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୬ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗରରେ ଏକ ଘରୋଇ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହାପରେ…

ମରଣ ମୁହଁରୁ ବର୍ତିଲେ ଡ୍ରାଇଭର

ସୁବର୍ଣ୍ଣପୁର ମହାନଦୀ ସେତୁ ଉପରେ ମାଲବାହୀ ଟ୍ରକ ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତିଲେ ଡ୍ରାଇଭର । ଭାଙ୍ଗିଲା ସେତୁର ସୁରକ୍ଷା ବାଡ଼।ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ…

ମୁହାଁମୁହିଁ ବାଇକ ଧକ୍କା , ଜଣେ ମୃତ

କଳାହାଣ୍ଡି: ବିଜୁ ଏକ୍ସପ୍ରେସ ଓ୍ଵେ  ଧର୍ମଗଡ଼ ଥାନା ଗଡିଆଯୋର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା।  ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ…

ଡିଭାଇଡରେ ପିଟିହେଲା ପିକ୍ଅପ୍ ଭ୍ୟାନ, 4 ଗୁରୁତର

ମୟୁରଭଞ୍ଜ: ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ 4 ଗୁରୁତର । ଦୁର୍ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା 49 ନମ୍ୱର ଜାତୀୟରାଜପଥ ନିକଟ ଅଙ୍ଗରପଦା ଠାରେ  । ଭ୍ୟାନଟି ଦ୍ରୁତ…