ଅଙ୍କିତା ଭଣ୍ଡାରୀ ହତ୍ୟା: ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲୀ: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡର ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ସୋମବାର ରାଜ୍ୟ ସରକାରକୁ ଯାଞ୍ଚର ବର୍ତ୍ତମାନ ସ୍ଥିତି ସମ୍ବନ୍ଧିତ ରିପୋର୍ଟ ତଲବ କରିଛନ୍ତି। ବିଚାରପତି ଏମ…