ନଗଦ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ଫରେଷ୍ଟର

ଲାଞ୍ଜିଗଡ:  ଭିଜିଲାନ୍ସ ଜାଲରେ ଫରେଷ୍ଟର। ଭବାନୀପାଟଣା ସଗଡା଼ ବନବିଭାଗ ଫରେଷ୍ଟର ଲକ୍ଷାଧିକ ଟଙ୍କା ସାଙ୍ଗରେ ନେଇ ଯାଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଫରେଷ୍ଟର…