ଭୋଟର ଅଧିକାର ଯାତ୍ରା ମଞ୍ଚରେ ମୋଦିଙ୍କ ସ୍ୱର୍ଗବାସ ମାଆଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ- ରାହୁଲଙ୍କ କ୍ଷମାପ୍ରାର୍ଥନା ଦାବି କରୁଛି ବିଜେପି
ଭୋଟର ଅଧିକାର ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗବାସ ମାଆଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ଗଣ୍ଠି କରିଛି ବିଜେପି। ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି। ବିହାରରେ…
