ବିଜୁଙ୍କ ପ୍ରତି ଅସମ୍ମାନ ଓଡ଼ିଆ ଅସ୍ମିତାକୁ ଅପମାନ- ବିଜେଡି

ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଓଡ଼ିଆ ଅସ୍ମିତାକୁ ଅପମାନ କହି ବିଧାନସଭାରେ ଗର୍ଜିଛି ବିଜେଡି। ଗୃହ କାର୍ଯ୍ୟ ଆରମ୍ଭରୁ ହାତରେ ପ୍ଲାକାର୍ଡ ଧରି ବିଜେପି ସରକାରଙ୍କ ହୀନମନ୍ୟତାକୁ…