କେନ୍ଦ୍ର ସରକାର ଆଣିଥିବା Mines and Minerals (Development and Regulation) Amendment Bill, 2026 ମାଧ୍ୟମରେ ଓଡ଼ିଶା ପରି ଖଣିଜ ସମୃଦ୍ଧ ରାଜ୍ୟମାନଙ୍କର ସାମ୍ବିଧାନିକ ଅଧିକାର ଛଡ଼ାଇ ନେବାକୁ ଉଦ୍ୟମ ଚାଲିଥିବା ବୋଲି ବିଜେଡି ବିଧାୟକ ରାଜା ସ୍ୱାଇଁ ଅଭିଯୋଗ କରିଛନ୍ତି
ଯେତେବେଳେ ଅଧା ଓଡ଼ିଶା ଭାସୁଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କଅଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି।ବନ୍ୟା ମୁକାବିଲାରେ ସରକାର ଫେଲ୍ ବୋଲି ଆରୋପ ଲଦିଛି ବି କଂଗ୍ରେସ। ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର। ଆଇଏମଡିର ଆକଳନକୁ ସରକାର ହାଲୁକା ଭାବେ ନେଲେ।ରାଜସ୍ୱ ମନ୍ତ୍ରୀ ମନିଟରିଂ କରୁଛନ୍ତି। କେବଳ ମିଡିଆରେ ରହିବାକୁ ବିରୋଧୀଙ୍କ ଏଭଳି ଆରୋପ। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହେଲିକେପ୍ଟରରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।